ଆଦିପୁରୁଷ Ādipurusha

  • ସଂ. ବି. (କର୍ମଧା; ଆଦି=ପ୍ରଥମ+ପୁରୁଷ=ବ୍ୟକ୍ତି) — କୌଣସି ବଂଶ ବା ଗୋତ୍ରର ପ୍ରଥମ ବ୍ୟକ୍ତି ବା ପ୍ରବର୍ତ୍ତକ — The progenitor of a race
  • ସଂ. ବି. (କର୍ମଧା; ଆଦି=ପ୍ରଥମ+ପୁରୁଷ=ବ୍ୟକ୍ତି) — ସୃଷ୍ଟିର ପ୍ରବର୍ତ୍ତକ; ପରମେଶ୍ୱର — God, the Creator
  • ଦେ. ବି. — ଆଦମ୍ (ଦେଖ)