ଆଦିଦମ୍ପତି Ādidampati

  • ଦେ. ବି. (କର୍ମଧା; ଆଦି+ଦମ୍ପତି) — ବାଇବଲ୍ ଓ କୋରାନ୍ ମତରେ ଏଡେନ ବଗିଚାରେ ବିହାରକାରୀ ଜଗତର ପ୍ରଥମ ସୃଷ୍ଟ ଦମ୍ପତି ଆଡାମ୍ ଓ ଇଭ୍