ଆଦିକନ୍ଦ Ādikanda

  • ଦେ. ବି. (ସମ୍ଭବତଃ ଆଦିପୁରୁଷ) ଆଦିପୁରୁଷ; ଭଗବାନ — ତାକୁ ନ ଯୋଗାଏ ତୁମ୍ଭର ପାଦ ଦ୍ୱନ୍ଦ୍ୱ
  • ଦେ. ବି. (ସମ୍ଭବତଃ ଆଦିପୁରୁଷ) ଆଦିପୁରୁଷ; ଭଗବାନ — ସେ ବାହେ ଜଗତ ନିବାସ ଆଦିକନ୍ଦ। କୃଷ୍ଣସିଂହ, ମହାଭାରତ. ଭୀଷ୍ମ।