ଆଦବକାଇଦା Ādabakāidā

  • ବୈଦେ. ବି. (ଆ. ଆଦବ୍=ଶିଷ୍ଟାଚାର+କାଇଦା= ନିୟମ) — ଶିଷ୍ଟାଚାରସମ୍ମତ ନିୟମ; ଭଦ୍ର ସମାଜର ଆଦରଣୀୟ ନିୟମାବଳୀ