ଆତ୍ରେୟିକା Ātreyikā

  • ସଂ. ବିଣ. ସ୍ତ୍ରୀ — ଆତ୍ରେୟର ସ୍ତ୍ରୀଲିଙ୍ଗ — Feminine of Ātreya
  • ସଂ. ବିଣ. ସ୍ତ୍ରୀ — ରଜସ୍ୱଳା — Menstruated
  • ସଂ. ବି. ସ୍ତ୍ରୀ. (ଅତ୍ରି=ମୁନିବିଶେଷ+ସ୍ତ୍ରୀ. ଏୟିକା) — ଆତ୍ରେୟର ସ୍ତ୍ରୀଲିଙ୍ଗ — Feminine of Ātreya
  • ସଂ. ବି. ସ୍ତ୍ରୀ. (ଅତ୍ରି=ମୁନିବିଶେଷ+ସ୍ତ୍ରୀ. ଏୟିକା) — ଋତୁମତୀ ବା ରଜସ୍ୱଳା ସ୍ତ୍ରୀ — A woman in her menses
  • ସଂ. ବି. ସ୍ତ୍ରୀ. (ଅତ୍ରି=ମୁନିବିଶେଷ+ସ୍ତ୍ରୀ. ଏୟିକା) — ନଦୀବିଶେଷ — A river of that name