ଆତ୍ମୋନ୍ନତି Ātmonnati

  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ଉନ୍ନତି) — ନିଜର ମାନସିକ, ନୈତିକ ଓ ବୈଷୟିକ ଉନ୍ନତି — Self-improvement; self-culture
  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ଉନ୍ନତି) — ଆପଣାର ଆଧ୍ୟାତ୍ମିକ ଉନ୍ନତି — Spiritual improvement