ଆତ୍ମୀୟ Ātmīya
- ସଂ. ବିଣ. ପୁଂ. (ଆତ୍ମନ୍=ନିଜ+ଈୟ) — ନିଜ ସମ୍ପର୍କୀୟ; ଆତ୍ମସମ୍ପର୍କୀୟ; ସ୍ୱକୀୟ — Pertaining to one's self
- ସଂ. ବିଣ. ପୁଂ. (ଆତ୍ମନ୍=ନିଜ+ଈୟ) — ନିଜର କୁଟୁମ୍ବୀ — Connected with one's own family
- ସଂ. ବିଣ. ପୁଂ. (ଆତ୍ମନ୍=ନିଜ+ଈୟ) — ଯାହାଙ୍କୁ ଆପଣାର ବୋଲି ଜାଣିବାକୁ ହୁଏ; ଅନ୍ତରଙ୍ଗ — Very intimate (friend)
- ସଂ. ବିଣ. ପୁଂ. (ଆତ୍ମନ୍=ନିଜ+ଈୟ) — 4 ଆତ୍ମସମ୍ପର୍କୀୟ — 4ଆତ୍ମସମ୍ପର୍କୀୟ— 4. Relating to the soul
- ସଂ. ବି. ପୁଂ. — ସ୍ୱଜନ; କୁଟୁମ୍ବ — Kinsman
- ସଂ. ବି. ପୁଂ. — ସୁହୃତ୍; ଅନ୍ତରଙ୍ଗ ବନ୍ଧୁ — Friend
- ସଂ. ବି. ପୁଂ. — ବାନ୍ଧବ — Relative
- ସଂ. ବି. ପୁଂ. — ବିବାହ ବା ରକ୍ତସମ୍ପର୍କୀୟ ବ୍ୟକ୍ତି — A person related by ties of marriage or blood