ଆତ୍ମୀୟତା Ātmīyatā
- ସଂ. ବି. (ଆତ୍ମୀୟ+ଭାବ. ତା) — ବନ୍ଧୁତା; ପ୍ରୀତି; ଅନ୍ତରଙ୍ଗତା; ସୌହାର୍ଦ୍ୟ — Friendship
- ସଂ. ବି. (ଆତ୍ମୀୟ+ଭାବ. ତା) — କୁଟୁମ୍ବିତା — Kinship; relationship
- ସଂ. ବି. (ଆତ୍ମୀୟ+ଭାବ. ତା) — ରକ୍ତ ବା ବିବାହଜନିତ ସମ୍ପର୍କ ବା ବନ୍ଧୁ ପଣିଆ — Relationship by blood or marriage