ଆତ୍ମାରାମ Ātmārāma

  • ସଂ. ବିଣ. (ଆତ୍ମନ୍+ଆ+ରମ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ; ଯେ ନିଜଠାରେ କ୍ରୀଡ଼ା କରେ) — ବ୍ରହ୍ମଜ୍ଞାନୀ; ବ୍ରହ୍ମଜ୍ଞାନ ଯୋଗୁଁ ଯେ ଆତ୍ମାରେ ପରମସୁଖ ଅନୁଭବ କରେ — (a person) Who has attained spiritual development
  • ସଂ. ବିଣ. (ଆତ୍ମନ୍+ଆ+ରମ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ; ଯେ ନିଜଠାରେ କ୍ରୀଡ଼ା କରେ) — ସନ୍ତତ ସନ୍ତୁଷ୍ଟାନ୍ତଃକରଣ; ସର୍ବଦା ପରମାତ୍ମାଙ୍କଠାରେ ଯାହାଙ୍କର ଲୟ ଥାଏ — One who finds delight in one's ownself; self-contented (person)