ଆତ୍ମାଭୋଗ Ātmābhoga

  • ଦେ. ବି. (ଆତ୍ମନ୍+ଭୋଗ) — ନିଜର ଅନୁଭୂତ ବିଷୟ
  • ଦେ. ବି. (ଆତ୍ମନ୍+ଭୋଗ) — ଏହୁ ସମାଧି ଆଦି ଅଷ୍ଟଯୋଗ ସିଦ୍ଧ ଯୋଗିମାନଙ୍କ ଆତ୍ମାଭୋଗ—ପ୍ରାଚୀ, ରହସ୍ୟମଞ୍ଜରୀ।