ଆତ୍ମହା Ātmahā

  • ସଂ. ବିଣ. (ଆତ୍ମନ୍+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍; ଆତ୍ମହନ୍ 1 ମା. 1 ବ.) — ଆତ୍ମଘାତୀ (ଦେଖ) — Ātmaghātī (See)
  • ସଂ. ବିଣ. (ଆତ୍ମନ୍+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍; ଆତ୍ମହନ୍ 1 ମା. 1 ବ.) — ଆତ୍ମାର ଯାଥାର୍ଥ୍ୟ ଜ୍ଞାନରହିତ; ଅଜ୍ଞ — Ignorant of true knowledge about the soul
  • ସଂ. ବି. (ଦେବତାଙ୍କୁ ଉତ୍ସର୍ଗୀକୃତ ଦ୍ରବ୍ୟାଦି ନିଜେ ବ୍ୟବହାର କରିବାରୁ ଯେଉଁମାନେ ସ୍ୱୀୟ ପରକାଳକୁ ହତ୍ୟା କରନ୍ତି) — ଦେବପୂଜକ ବ୍ରାହ୍ମଣ