ଆତ୍ମହତ୍ୟା Ātmahatyā

  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ହତ୍ୟା) — ଉଦ୍ବନ୍ଧନ, ବିଷଭକ୍ଷଣ, ଜଳମଜ୍ଜନ ବା ନିଜ ଶରୀରରେ ଅସ୍ତ୍ରାଘାତ ପ୍ରଭୃତି ଦ୍ୱାରା ନିଜେ ନିଜର ପ୍ରାଣ ନାଶ କରିବା