ଆତ୍ମସାତ୍ Ātmasāt

  • ସଂ. ବିଣ. (ଆତ୍ମନ୍+ଅଧୀନତା ଅର୍ଥରେ ସାତ୍) — ଆତ୍ମାୟତ୍ତ; ନିଜର ଅଧୀନ କରାଯିବା — Appropriated to one's self
  • ସଂ. ବିଣ. (ଆତ୍ମନ୍+ଅଧୀନତା ଅର୍ଥରେ ସାତ୍) — ହସ୍ତଗତ — Brought to one's own control or possession