ଆତ୍ମସାତ୍କୃତ Ātmasātkṛuta

  • ସଂ. ବିଣ. (ଆତ୍ମସାତ୍=ସ୍ୱାୟତ୍ତ+କୃତ=କରାଯାଇଥିବା) — ସ୍ୱାୟତ୍ତୀକୃତ — Brought under one's control
  • ସଂ. ବିଣ. (ଆତ୍ମସାତ୍=ସ୍ୱାୟତ୍ତ+କୃତ=କରାଯାଇଥିବା) — ଆତ୍ମସାତ୍ କରାଯାଇଥିବା — Converted to one's own use; misappropriated