ଆତ୍ମରକ୍ଷା Ātmarakshā

  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ରକ୍ଷା) — ମହାକାଳ (ଦେଖ) — Mahākāḻa (See)
  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ରକ୍ଷା) — ଆତ୍ମଶରୀରରକ୍ଷା; ବିଘ୍ନକାରିଠାରୁ ନିଜ ଶରୀରର ରକ୍ଷା — Self-defence; protection of one's own-self from attack