ଆତ୍ମମ୍ଭରି Ātmambhari

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଆତ୍ମନ୍+ଭୂ ଧାତୁ=ପୋଷିବା+ କର୍ତ୍ତୃ. ଇ) — ପେଟୁ; ଯେ ଆପଣା ପେଟ ପୋଷେ ମାତ୍ର ଅନ୍ୟ କଥା ବୁଝେ ନାହିଁ; କୁକ୍ଷମ୍ଭରି — Self-nourishing; greedy
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଆତ୍ମନ୍+ଭୂ ଧାତୁ=ପୋଷିବା+ କର୍ତ୍ତୃ. ଇ) — ସ୍ୱାର୍ଥପର; ଯେ ଆପଣାର ଲାଭ ବା ଇଷ୍ଟସିଦ୍ଧି ବିଷୟରେ ସର୍ବଦା ତତ୍ପର — Self seeking; selfish