ଆତ୍ମବଶ Ātmabasa

  • ସଂ. ବିଣ. ପୁଂ. (ଆତ୍ମନ୍+ବଶ) — ଯେ ଆପଣାକୁ ଆପେ ଆୟତ୍ତ କରିପାରେ; ସ୍ୱାଧୀନ
  • ସଂ. ବି. — ମନୋବଶୀକରଣ; ଇନ୍ଦ୍ରିୟନିଗ୍ରହ