ଆତ୍ମବନ୍ଦା Ātmabandā

  • ଦେ. ବି. (ସଂ. ଆତ୍ମନ୍+ବନ୍ଦନ) — ଆତ୍ମପ୍ରଶଂସା
  • ଦେ. ବି. (ସଂ. ଆତ୍ମନ୍+ବନ୍ଦନ) — କାହାକୁ ମୁଖରେ ନ କହିବ ନିନ୍ଦା। ଏ ବାହାରେ ନ କରିବଟି ଆତ୍ମବନ୍ଦା। କୃଷ୍ଣସିଂହ, ମହାଭାରତ, ବନ।