ଆତ୍ମପ୍ରତିବିମ୍ବଦର୍ଶନ Ātmapratibimbadarṡana

  • ସଂ. ବି. (ଯୋଗଶାସ୍ତ୍ର) — ଯୋଗ ସାଧନର ଅଙ୍ଗ ବିଶେଷ; କିଛିକ୍ଷଣ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଆପଣା ଛାଇକୁ ଏକ ଧ୍ୟାନରେ ଚାହିଁବାପରେ ଶୂନ୍ୟକୁ ଚାହିଁଲେ ସାଧକ ନିଜର ଯେଉଁ କଳ୍ପିତ ଛାୟାରୂପ ଦେଖେ—