ଆତ୍ମଘୋଷ Ātmaghosha

  • ସଂ. ବି. (ଆତ୍ମନ୍=ନିଜ+ଘୁଷ୍ ଧାତୁ=ଶବ୍ଦ କରିବା+ଅ; ଯେ ରବ କରି ଆପଣାକୁ ଘୋଷଣା କରେ।) — କାକ; କୁଆ — Crow
  • ସଂ. ବି. (ଆତ୍ମନ୍=ନିଜ+ଘୁଷ୍ ଧାତୁ=ଶବ୍ଦ କରିବା+ଅ; ଯେ ରବ କରି ଆପଣାକୁ ଘୋଷଣା କରେ।) — କୁକ୍କୁଟ; କୁକୁଡ଼ା — Cock