ଆତ୍ମଘାତୀ Ātmaghātī

  • ସଂ. ବିଣ. ପୁଂ. (ଆତ୍ମନ୍+ହନ୍ ଧାତୁ+କର୍ତ୍ତୃ. ଇନ୍) — ଯେ ନିଜର ପ୍ରାଣ ନିଜେ ନାଶ କରେ; ଆତ୍ମହତ୍ୟାକାରୀ