ଆତ୍ମଗ୍ଳାନି Ātmagḻāni

  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍=ନିଜ+ଗ୍ଳାନି=ନିନ୍ଦା) — ସ୍ୱନିନ୍ଦା; ନିଜପ୍ରତି ଧିକ୍କାର — Self condemnation; self-reproach
  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍=ନିଜ+ଗ୍ଳାନି=ନିନ୍ଦା) — ଅନୁତାପ — Remorse