ଆତସବାଜି Ātasabāji

  • ବୈଦେ. (ଆ. ଆତସବାଜୀ) — ଅଗ୍ନିକ୍ରୀଡ଼ା; ବାରୁଦ ଆଦି ଦ୍ୱାରା ପ୍ରସ୍ତୁତ ବାଣ — Fire-work
  • ବୈଦେ. (ଆ. ଆତସବାଜୀ) — ଅଗ୍ନିକ୍ରୀଡ଼ାର ଉପକରଣ — Materials for fire-works
  • ବୈଦେ. (ଆ. ଆତସବାଜୀ) — ଅଗ୍ନିକ୍ରୀଡ଼ାସମ୍ବନ୍ଧୀୟ ପୁସ୍ତକ — Book dealing with Pyrotechnics