ଆତତାୟୀ Ātatāyi

  • ସଂ. ବିଣ. ପୁଂ. (ଆତତ=ସମନ୍ତାତ୍ ବିସ୍ତୃତ+ଈ ଧାତୁ= ଗମନ କରିବା+ କର୍ତ୍ତୃ. ଇନ୍) — ବଧୋଦ୍ୟତ; ଘୋର ଅନିଷ୍ଟକାରୀ
  • ସଂ. ବି — ଘାତକ — Murderer; a felonious person
  • ସଂ. ବି — ଗୃହରେ ଅଗ୍ନି ଲଗାଇବା ବ୍ୟକ୍ତି; ଅଗ୍ନିଦ — Incendiary
  • ସଂ. ବି — ବିଷ ପ୍ରୟୋଗକାରୀ; ଗରଦ — Poisoner
  • ସଂ. ବି — ଶସ୍ତ୍ରପାଣି; ଶସ୍ତ୍ରଧାରୀ — Armed with weapons
  • ସଂ. ବି — ଧନାପହ; ଚୋର — 5. Thief
  • ସଂ. ବି — କ୍ଷେତ୍ରାପହାରୀ; ଯେ ଭୂମିକୁ ଅପହରଣ କରେ — Criminal trespasser
  • ସଂ. ବି — ଦାରାପହାରୀ — Seducer of wife
  • ସଂ. ବି — [ଦ୍ର—ଆତତାୟୀ ସମ୍ବନ୍ଧେ ବଚନ —ଅଗ୍ନିଦୋ ଗରଦଶ୍ଚୈବ ଶସ୍ତ୍ରପାଣିଃ ଧନାପହଃ କ୍ଷେତ୍ରଦାରାପହାରୀ ତ ଷଡ଼େତେ ଆତତାୟିନଃ। ଶାସ୍ତ୍ରରେ ଅଛି ଆତତାୟୀକୁ ଦେଖିବା ମାତ୍ରକେ ବିଚାର ନ କରି ହାଣି ଦେବ।]