ଆତଞ୍ଚନ Ātan̄chana

  • ସଂ. ବି. (ଆ+ତନ୍ଚ୍ ଧାତୁ=ଗମନକରିବା+ଭାବ. ଅନ) — ପ୍ରତିବାପ; କ୍ଷୀରରେ ଦହି ପକାଇବା; ମହି ପକାଇବା — Casting a drop of acid or butter-milk into fresh milk to turn it into curd
  • ସଂ. ବି. (ଆ+ତନ୍ଚ୍ ଧାତୁ=ଗମନକରିବା+ଭାବ. ଅନ) — ଦ୍ରବୀଭୂତ ଦ୍ରବ୍ୟରେ କୌଣସି ପ୍ରକାର ଚୂର୍ଣ୍ଣ ନିକ୍ଷେପ — Sprinkling a powder or flux over melting metal in the melting pot
  • ସଂ. ବି. (ଆ+ତନ୍ଚ୍ ଧାତୁ=ଗମନକରିବା+ଭାବ. ଅନ) — ବେଗ — Motion
  • ସଂ. ବି. (ଆ+ତନ୍ଚ୍ ଧାତୁ=ଗମନକରିବା+ଭାବ. ଅନ) — ପ୍ରୀତିସମ୍ପାଦନ; ଆପ୍ୟାୟନ — Pleasing