ଆତଙ୍କିତ Ātaṅkita

  • ସଂ. ବିଣ. ପୁଂ. (ଆତଙ୍କ=ଭୟ; ବିପଦ+ସଂଜାତ ଅର୍ଥରେ ଇତ) — ଭୟତ୍ରସ୍ତ — Alarmed; frightened; terrified
  • ସଂ. ବିଣ. ପୁଂ. (ଆତଙ୍କ=ଭୟ; ବିପଦ+ସଂଜାତ ଅର୍ଥରେ ଇତ) — ବିପଦଗ୍ରସ୍ତ; ବିପନ୍ନ — Overtaken by calamity