ଆଣ Āṇa
- ଗ୍ରା. ବି. — ତରକାରୀର ଝୋଳ; ଅଣ, ସୋରୁଆ — Soup
- ଗ୍ରା. ବି. — ପ୍ରାଦେ (ବାଲେଶ୍ୱର) ବି — କାଞ୍ଜିକୁ ବହଳିଆ କରିବା ପାଇଁ ଦିଆଯାଇଥିବା ଚାଉଳଚୂନା
- ଗ୍ରା. ବି. — ପ୍ରାଦେ. (କେନ୍ଦ୍ରାପଡ଼ା) ବି.
- ଗ୍ରା. ବି. — ବଡ଼ି କରିବା ପାଇଁ ବଟାଯାଇଥିବା ବିରି
- ଗ୍ରା. ବି. — ଦେ. ବି. ଜଲବି ତିଆରି କରିବା ପାଇଁ ପ୍ରସ୍ତୁତ ହୋଇଥିବା ଚାଉଳ ବା ବିରିର ବାସୀ ପିଠଉ — Fermented rice and corn paste for preparing jalbi
- ଦେ. କ୍ରି. — [ଆଣିବା କ୍ରିୟାର 2 ୟ ପୁରୁଷ (ତୁମ୍ଭେ) ଏକବଚନ ଓ (ତୁମ୍ଭେମାନେ) ବହୁବଚନର ଅନୁଜ୍ଞାରୂପ–ତୁଳ, ତାମିଲ୍, ଅଣଇ।] — [ଆଣିବା କ୍ରିୟାର2ୟ ପୁରୁଷ (ତୁମ୍ଭେ) ଏକବଚନ ଓ (ତୁମ୍ଭେମାନେ) ବହୁବଚନର ଅନୁଜ୍ଞାରୂପ–ତୁଳ, ତାମିଲ୍, ଅଣଇ]
- ଦେ. କ୍ରି. — ତୁମ୍ଭେ ବା ତୁମ୍ଭେମାନେ ଆଣ