ଆଣ୍ତ୍ବାଜ୍ Ānḍbāj

  • ଦେ. ବିଣ. — ଆକ୍ତା ହୋଇ ଥିଲେହେଁ ପୁଂସ୍ତ୍ୱ ସମ୍ଫୂର୍ଣ୍ଣରୂପେ ନଷ୍ଟ ହୋଇ ନ ଥିବାରୁ ଯେଉଁ ଘୋଡ଼ା ଘୋଡ଼ୀକୁ ଦେଖିଲେ ଦୁଷ୍ଟାମି ବାହାର କରେ — Defectively gelded (horse)
  • ଦେ. ବିଣ. — ଆକ୍ତା ହୋଇ ନ ଥିବା ଘୋଡ଼ା — Ungelded
  • ଦେ. ବିଣ. — (ଲକ୍ଷଣାର୍ଥ) ଇନ୍ଦ୍ରିୟପରାୟଣ; କାମୁକ — Sensual