ଆଣ୍ଠୋଇବା Āṇṭhoibā
- ଦେ. କ୍ରି. — ଆଣ୍ଠେଇ ପକାଇବା (ଦେଖ) — Āṇṭhei pakāibā (See)
- ଦେ. କ୍ରି. — (ଆଣ୍ଠୁ ଶବ୍ଦରୁ ଓଡ଼ିଆ ନାମ ଧାତୁ) ଆଣ୍ଠୁ ମାଡ଼ି ବସିବା — To kneel down
- ଦେ. କ୍ରି. — ଆଣ୍ଠୋଇ ଆୟୁଧ ଆଇ ଅବନୀରେ ଓଳଗି ହେଲେ ଅବଳା। ରାଧାନାଥ, ଯଯାତି।
- ଦେ. କ୍ରି. — ଆଣ୍ଠୁଦ୍ୱାରା ଭୂମିରେ ଗତି କରିବା — To crawl