ଆଣ୍ଠେଇପକାଇବା Āṇṭheipakāibā
- ଦେ. କ୍ରି. — ଆଣ୍ଠୁ ମଡ଼ାଇ ବସାଇ ଦେବା — To cause to kneel down
- ଦେ. କ୍ରି. — (କୌଣସି ବ୍ୟକ୍ତିକୁ) ଅଖଞ୍ଜିଆ କଥାରେ ପକାଇ ଦେବା — To cause a person to be placed in an inextricable difficulty or dilemma
- ଦେ. କ୍ରି. — କୌଣସି ଲୋକକୁ କାଇଲି କରି କ୍ଷମାପ୍ରାର୍ଥନା କରିବା ପାଇଁ ବାଧ୍ୟ କରିବା — To oblige a person to apologize; to bring a person down