ଆଣ୍ଠୁକୁଡ଼ା Āṇṭhukuṟḍ̠ā

  • ଦେ. ବିଣ. ପୁଂ. (ଅପତ୍ୟାଦି ନ ହେବାରୁ ଯାହାର ମୈଥୁନ କ୍ରିୟାରେ ଭୂମିରେ କେବଳ ଆଣ୍ଠୁ କୋଡ଼ିବା ସାର ହୁଏ, କିମ୍ବା ଆତ୍ତ = ହତ+କୁଳ) — ନିଃସନ୍ତାନ — Issueless
  • ଦେ. ବିଣ. ପୁଂ. (ଅପତ୍ୟାଦି ନ ହେବାରୁ ଯାହାର ମୈଥୁନ କ୍ରିୟାରେ ଭୂମିରେ କେବଳ ଆଣ୍ଠୁ କୋଡ଼ିବା ସାର ହୁଏ, କିମ୍ବା ଆତ୍ତ = ହତ+କୁଳ) — ଯାହାର ସନ୍ତାନଗଣ ମରି ଯାଇଛନ୍ତି — One who has lost all his issues