ଆଣ୍ଠୁଆ Āṇṭhuā
- ଦେ. ବି. — ଆଣ୍ଠୁ ଦ୍ୱାରା ଆଘାତ; ଆଣ୍ଠୁ ମାଡ଼
- ଦେ. ବି. — ଏତେ ବୋଲି ତୁମ୍ଭର ଅଶ୍ୱତ୍ଥାମା ବୀର କଲେ କ୍ରୋଧେ ଗୋଇଠା ଆଣ୍ଠୁଆ ପ୍ରହାର। କୃଷ୍ଣସିଂହ, ମହାଭାରତ, ଶଲ୍ୟ।
- ଦେ. ବିଣ. — ଯେ ଅଣ୍ଠୁମାଡ଼ି ବସିଥାଏ
- ଦେ. ବିଣ. — ବଡ଼ୁଟି ବାହିବାରେ ଆଣ୍ଠୁଆ ହେବାକୁ ଯାଇଛି ନ ମାନି ଖରା ତରାସକୁ। କୃଷ୍ଣସିଂହ, ମହାଭାରତ, ବନ।