ଆଣ୍ଠୁଆଗୋପାଳ Āṇṭhuāgopāḻa

  • ଦେ. ବି. — ଆଣ୍ଠୋଇଥିବା ବାଳକ ଶ୍ରୀକୃଷ୍ଣଙ୍କ ମୃର୍ତ୍ତି
  • ଦେ. ବି. — [ଦ୍ର—ଆଣ୍ଠୁଆଗୋପାଳଙ୍କର ବାଁ ଗୋଡ଼ର ଆଣ୍ଠୁ ତଳେ ଲାଗିଥାଏ; ଡାହାଣ ଗୋଡ଼ର ତଳିପା ଭୂମି ଉପରେ ଥାଏ; ଡାହାଣ ହାତରେ ଲଡ଼ୁ ଧରାହୋଇଥାଏ ଏବଂ ବାଁ ହାତର ପାପୁଲି ଭୂମିରେ ଲାଗିଥାଏ।]