ଆଡ଼େ Āṟḍ̠e

  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ଦିଗରେ — In the direction of
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ଅଞ୍ଚଳରେ — In the part of a country
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ବାରଣାବନ୍ତର ଆଡ଼େ ରହିଲା ସେ ଯାଇଁ—ସାରଳା ମହାଭାରତ, ଉଦ୍ଯୋଗ।
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ଆଡ଼କୁ; ନିକଟକୁ — Towards; to the direction of
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — (ପ୍ରାଦେ) କଦଳିର ଏକ ଆଡ଼ — A unit of 6 plantains
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ଦିଗକୁ — To (the side)
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ସ୍ଥାନକୁ — To (the place.)
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ଦେହର ଗୋଟିଏ ପାଖରେ — On one side of the body
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — (ପୁରୁଷର) ଔରଷରେ — From the loins of
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ଜମଦଗ୍ନିଙ୍କର ରେଣୁକା ଭାର୍ଯ୍ୟାହେଲେ ଚାରୋଟି ପୁତ୍ର ତାଙ୍କ ଆଡ଼େ ଜାତ କଲେ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — (ଅମୁକ ବ୍ୟକ୍ତିର) ପକ୍ଷରେ — In the side of
  • ଦେ. ଅ. (ଆଡ଼ - ଏହି ବିଶେଷ୍ୟପଦ ସହିତ ସପ୍ତମୀବିଭକ୍ତି ଚିହ୍ନ 'ରେ' ଯୁକ୍ତ ହୋଇଅଛି, ଆଡ଼- ଦେଖ) — ବାପହିଁ ତାର ଆଡ଼େ ହେଉ, ଯେ ରୁଦ୍ର ଗଣେ ଛନ୍ତି ନେଉ। ଭୂପତି, ପ୍ରେମପଞ୍ଚାମୃତ।