ଆଡ଼େହେବା Āṟḍ̠ehebā

  • ଦେ. କ୍ରି — ଦୂର ହେବା; ପାଖରୁ ଘୁଞ୍ଚିଯିବା — To stand aloof
  • ଦେ. କ୍ରି — ବଡ଼ ବଡ଼ ଲୋକେ ବିବାଦକୁ ଆଦରିଲେ ସାନ ଲୋକ ଆଡ଼େ ହୁଏ ମଧ୍ୟରେ ଯେ ଥିଲେ। ପୀତାମ୍ବର, ନୃସିଂହପୁରାଣ।
  • ଦେ. କ୍ରି — ପାଖେଇଯିବା — To move to a side