ଆଡ଼େକରିବା Āṟḍ̠ekaribā

  • ଗ୍ରା. ପଦ୍ୟ. କ୍ରି. — ଗୋଟିଏ ପାଖରେ ରଖିବା
  • ଗ୍ରା. ପଦ୍ୟ. କ୍ରି. — ସକଳ ଧର୍ମ ଆଡ଼େ କରି ଆଡ଼କେ ବ୍ରହ୍ମଜ୍ଞାନ ଭରି। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।