ଆଡ଼ୁ ସାଡ଼ୁ ମାରିବା Āṟḍ̠usāṟḍ̠umāribā

  • ଦେ. କ୍ରି — ଅଭିମାନ ବା କ୍ରୋଧରେ ଅଭିଯୋଗ ପୂର୍ବକ ପ୍ରିୟଜନଙ୍କୁ ବାକ୍ୟବାଣ ବିଦ୍ଧ କରିବା
  • ଦେ. କ୍ରି — ତାହା ଦେଖି ଅନ୍ତର ହୋଇଲେ ସର୍ବ ନାରୀ ଆଡ଼ୁ ସାଡ଼ୁ ମାରି କେତେ ବୋଇଲେ ସୁନ୍ଦରୀ। ପ୍ରାଚୀ, ରହସ୍ୟମଞ୍ଜରୀ।