ଆଡ଼ସରା Āṟḍ̠asarā

  • ପ୍ରାଦେ. (ସମ୍ବଲପୁର) ବି. — ଅର୍ଗଳ — A cross-bar
  • ପ୍ରାଦେ. (ସମ୍ବଲପୁର) ବି. — ଛାମୁଣ୍ଡିଆ ଉପରେ ଆଡ଼ବାଗରେ ପକାଯିବା କାଠ ବା ବାଉଁଶ ଖଣ୍ଡମାନ — Long poles put across the frame-work of an awning