ଆଡବାଙ୍କି Āṟḍ̠abāṅki

  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ ଅର୍ଦ୍ଧ+ବକ୍ର) — ଆଡ଼ବାଗି (ଦେଖ) — Āṟḍ̠abāgi (See)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ ଅର୍ଦ୍ଧ+ବକ୍ର) — ଯେ ଈଷତ୍ ବକ୍ରଭାବରେ ଚାହେଁ — Ogling