ଆଠମଲ୍ଲିକ Āṭhamallika
- ଦେ. ବି. (ନାମ) — ଅଡ଼ିଶାର ଗଡ଼ଜାତବିଶେଷ
- ଦେ. ବି. (ନାମ) — [ଦ୍ର —ଏହାର ପ୍ରାଚିନ ନାମ 'ହଣ୍ଡପା' ଥିଲା। ଏଠାର ପ୍ରାଚୀନ ରାଜା ରାଜ୍ୟକୁ ଆଠଭାଗ କରି ପ୍ରତ୍ୟେକ ଭାଗରେ ଜଣେ ଜଣେ ସରଦାର ନିଯୁକ୍ତ କରିଥିଲେ। ସେହିଦିନୁ ଏହାର ନାମ 'ଆଠମଲ୍ଲିକ' ହେଲା। ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]