ଆଠମଙ୍ଗଳା Āṭhamaṅgaḻā

  • ଦେ. ବି. (ସଂ. ଅଷ୍ଟମଙ୍ଗଳ) — ବିବାହର ଅଷ୍ଟମ ଦିବସ
  • ଦେ. ବି. (ସଂ. ଅଷ୍ଟମଙ୍ଗଳ) — ଉକ୍ତଦିବସର କୃତ୍ୟ ବା ଉକ୍ତ ଦିବସର ନିର୍ଦ୍ଧାରିତ କାର୍ଯ୍ୟ — The duties and ceremonies required to be performed on the 8th day of the marriage