ଆଠବାଙ୍କି Āṭhabāṅki

  • ଦେ. ବିଣ — ଆଠବାଙ୍କ (ଦେଖ)
  • ଦେ. ବି. — ସ୍ତ୍ରୀଲୋକମାନଙ୍କର ଗୋଡ଼ରେ ପିନ୍ଧିବା ଏକପ୍ରକାର ଅଳଙ୍କାର
  • ଦେ. ବି. — [ଦ୍ର—ଏହାକୁ ଆଠବାଙ୍କିଆ ମଧ୍ୟ କୁହାଯାଏ। ]