ଆଠବଙ୍କା Āṭhabaṅkā

  • ଦେ. ବି. (ସଂ. ଅଷ୍ଟାବକ୍ର) — ଅଷ୍ଟବକ୍ରତା
  • ଦେ. ବି. (ସଂ. ଅଷ୍ଟାବକ୍ର) — ତାହା ଶୁଣି ସେ ଅଷ୍ଟାବକ୍ର ବେଦରଙ୍କା ନଦୀରେ ଗାଧୋଇ ଛାଡ଼ିଲେ ଆଠବଙ୍କା। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ — ଆଠବାଙ୍କ (ଦେଖ)