ଆଠଗଡ଼ିଆ ବ୍ରାହ୍ମଣ Āṭhagaṛḍ̠iā brāhmaṇa
- ଦେ. ବି — ବାଙ୍କି, ଡମପଡ଼ା, ଖୋରଧା ଓ ଓଡ଼ିଶାର ଗଡ଼ଜାତମାନଙ୍କରେ ବାସ କରୁଥିବା ଏକ ଜାତୀୟ ପନିଅରୀ ବ୍ରାହ୍ମଣ
- ଦେ. ବି — [ଦ୍ର —ଏମାନେ ପ୍ରଥମେ ଗଞ୍ଜାମର ଆଠଗଡ଼ ଅଞ୍ଚଳରୁ ଆସି ଗଡ଼ଜାତ ଅଞ୍ଚଳରେ ଉପନିବେଶ ସ୍ଥାପନ କରିଥିଲେ। ଏମାନେ ଶାସନୀ ବ୍ରାହ୍ମଣମାନଙ୍କଠାରୁ ନିକୃଷ୍ଟ ମାତ୍ର ଖୁବ୍ ପରିଶ୍ରମୀ ଓ ସଞ୍ଚୟୀ। ଏ ବ୍ରାହ୍ମଣମାନେ ବିଲରେ ହଳ କରନ୍ତି ଓ ବହୁତ ପନିପରିବା ଆମଦାନୀ କରି ବିକ୍ରୟ କରନ୍ତି।]