ଆଟିକାପିଟା Āṭikāpiṭā
- ଦେ. ବିଣ. (ଯେ କ୍ରୋଧରେ ପାକଶାଳାରେ ରନ୍ଧନପାତ୍ରାଦି ଯଷ୍ଟିଦ୍ୱାରା ପିଟି ଦିଏ) — କ୍ରୋଧନଶୀଳ — Angry; furious
- ଦେ. ବିଣ. (ଯେ କ୍ରୋଧରେ ପାକଶାଳାରେ ରନ୍ଧନପାତ୍ରାଦି ଯଷ୍ଟିଦ୍ୱାରା ପିଟି ଦିଏ) — ଦୁଷ୍ଟ — Wicked
- ଦେ. ବିଣ. (ଯେ କ୍ରୋଧରେ ପାକଶାଳାରେ ରନ୍ଧନପାତ୍ରାଦି ଯଷ୍ଟିଦ୍ୱାରା ପିଟି ଦିଏ) — (ଯେଉଁ ବ୍ୟକ୍ତି ନିଜର ପାକପାତ୍ରକୁ ପିଟିଦିଏ) କୃତଘ୍ନ — Ungrateful (person)
- ଦେ. ବି. — ଯେଉଁ ବ୍ରାହ୍ମଣ ଶୂଦ୍ରାଦିଙ୍କର ଦଶାହାଦି କ୍ରିୟାରେ ପୌରୋହିତ୍ୟ କରନ୍ତି; ନିନ୍ଦିତ ବ୍ରାହ୍ମଣ — Brāhmaṇas officiating at the funerals of Sūdras
- ଦେ. ବି. — ଦଶାହ ଦିନ କ୍ରିୟା ଧରିବା ବ୍ୟକ୍ତି ଦ୍ୱାରା ଦଶତୁଠରେ ଭସାଇ ଦିଆଯିବା ହାଣ୍ଡିକୁ କାଠଫାଳିଆ ଦ୍ୱାରା ପ୍ରହାର (ଦଶଖପରା 2 ଦେଖ) — ଦଶାହ ଦିନ କ୍ରିୟା ଧରିବା ବ୍ୟକ୍ତି ଦ୍ୱାରା ଦଶତୁଠରେ ଭସାଇ ଦିଆଯିବା ହାଣ୍ଡିକୁ କାଠଫାଳିଆ ଦ୍ୱାରା ପ୍ରହାର (ଦଶଖପରାଦେଖ)—. Striking of the floating Dagdha Hāṇḍi by the performer of the obsequies on the 10th day of a person's death