ଆଟିକାଚୁହାଁ Āṭikāchuhāñ

  • ଦେ. ବିଣ. ପୁଂ. (ବ୍ୟଙ୍ଗ ଓ ନିନ୍ଦାର୍ଥ) — ଯେଉଁ ବ୍ୟକ୍ତି ରନ୍ଧନଶାଳାରେ ପାକପାତ୍ରରେ ଥିବା ରନ୍ଧା ଖାଦ୍ୟ ଦ୍ରବ୍ୟ ପ୍ରତି ସର୍ବଦା ତୀକ୍ଷ୍ଣ ଦୃଷ୍ଟି ରଖେ ଓ ତାହା ଯେପରି ବ୍ୟୟିତ ନ ହୁଏ ସେଥିପାଇଁ ସାବଧାନ ଥାଏ
  • ଦେ. ବିଣ. ପୁଂ. (ବ୍ୟଙ୍ଗ ଓ ନିନ୍ଦାର୍ଥ) — ଖଣ୍ଡିଗଣିଆର ଦିଗୁଣ ସରେ, ଆଟିକାଚୁହାଁର ମାଇପ ମରେ—ଢଗ।