ଆଟିକା କରିବା Āṭikā karibā

  • ପ୍ରାଦେ. (ପୁରୀ) କ୍ରି. — ଜଗନ୍ନାଥଙ୍କୁ ଚିରକାଳ ଭୋଗ ଲାଗିବା ସକାଶେ ପଣ୍ଡାମାନଙ୍କ ଜିମା (ଯାତ୍ରୀ) ଧନ ଦେବା ବା ଦେବାକୁ ସ୍ୱୀକାର କରିବା