ଆଞ୍ଚୋଇବା Ān̄choibā

  • ଦେ. କ୍ରି. — ଆଞ୍ଚେଇବା (ଦେଖ)
  • ଦେ. କ୍ରି. — ଗୃହସ୍ଥ ଖାଇ ସାରି ଆଞ୍ଚୋଇବା ବେଳେ, ଉଚ୍ଛିଷ୍ଟକୁ ଭୋଜନ କଲା ଯାଇ ବଳେ। କୃଷ୍ଣସିଂହ, ମହାଭାରତ, ବନ।