ଆଞ୍ଚେଇବା Ān̄cheibā
- ଦେ. କ୍ରି. (ସଂ. ଆଚମନ) — ଭୋଜନ ପରେ ମୁହଁ ହାତ ଧୋଇଁବା — To wash or rinse the mouth and hands after meal
- ଦେ. କ୍ରି. (ସଂ. ଆଚମନ) — ଅନ୍ୟର ମୁଖକୁ ଧୋଇଦେବା — To wash another's mouth
- ଦେ. କ୍ରି. (ସଂ. ଆଚମନ) — ଜଳଦ୍ୱାରା ଶୌଚ କରିବା — To cleanse with water