ଆଜ୍ଞାମାଳ Ājn̄āmāḻa

  • ଦେ. ବି — (ସଂ. ଆଜ୍ଞା+ମାଳା) ଦେବତାଙ୍କ ଆଜ୍ଞାର ଚିହ୍ନସ୍ୱରୂପ ଆଜ୍ଞାପାଳନକାରୀ ବ୍ୟକ୍ତି ନିକଟକୁ ଆଜ୍ଞା ସଙ୍ଗେ ପଠାଯିବା ଦେବତାଙ୍କର ଉପଭୁକ୍ତ ଫୁଲମାଳ